ବୀମା କମ୍ପାନି ନାଁ କହି ଲକ୍ଷାଧିକ ଟଙ୍କା ଠକେଇ : ୨ ଗିରଫ

ଲକ୍ଷାଧିକ ଟଙ୍କା, ମୋବାଇଲ୍‌ ଓ ଗାଡ଼ି ଜବତ ମହାନଦୀବିହାର: ଫିଲ୍ମ ଦେଖି ହୋଇଥିଲା ଲୁଟ୍‌ର ମାଷ୍ଟର୍‌ପ୍ଲାନ୍‌। କିଛିଦିନ ପୂର୍ବରୁ ଅନ୍‌ଲାଇନ୍‌ ଠକେଇ ଉପରେ ଆସିଥିବା ଫିଲ୍ମ ଜମ୍‌ତରା ଫିଲ୍ମ ଦେଖି ଲୋକଙ୍କୁ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଠକିଥିବା ଓ ବୀମା କମ୍ପାନି, ବ୍ୟାଙ୍କ କର୍ମଚାରୀ ପରିଚୟ ଦେଇ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ନେଇଥିଲେ ସାଇବର୍ ଠକ। ଏଭଳି ଠକଙ୍କୁ ଗିରଫ କରିଛି କଟକ ଚାଉଳିଆଗଞ୍ଜ ଥାନା ପୁଲିସ୍। ସେମାନଙ୍କଠାରୁ ନଗଦ … Continue reading ବୀମା କମ୍ପାନି ନାଁ କହି ଲକ୍ଷାଧିକ ଟଙ୍କା ଠକେଇ : ୨ ଗିରଫ